ମହିଳା ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

0 7

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ +2 ଏବଂ +3 ରେ ନବାଗତ ଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇ ଯାଇଛ। ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଦିପ ମିଶ୍ର ଙ୍କ ସଭାପତିତ୍ବ ଏବଂ ଅଧାପକ ବିଜୟ କୁମାର ରାମ ଙ୍କ ଆବାହକତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଛାତ୍ରୀମାନଙ୍କ ଦ୍ବାରା କୋରୋନା କଟକଣା ପାଳନ କରାଯାଇଥିଲା। ଡା: ପ୍ରଦିପ ମିଶ୍ର ତାଙ୍କ ବକ୍ତବ୍ଯ ରେ ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ ସଂଦର୍ଭରେ ସଂଭାଷଣ ଦେଇ ଥିଲେ। ସୁମିତା କବି,ସୂଶ୍ରିତା ଦାସ,ତିଲୋତମା ଷଡଙ୍ଗୀ,ରବିଶଙ୍କର ସତପଥି ,ଯଶୋଧରା ମହାନ୍ତ, ଛାତ୍ରୀମାନଙ୍କ ଭବିଷ୍ଯତ ଉପରେ ବକ୍ତବ୍ଯ ରଖିଥିଲେ।ଛାତ୍ରୀମାନଙ୍କ ମଧ୍ଯରେ ପାଲମଣି ନାଏକ,ଜମୁନା ମୁର୍ମୁ, ଆଶାମଣି ମୁର୍ମ, ସାରଥୀ ମାରାଣ୍ଡି ବକ୍ତବ୍ଯ ରଖିଥିଲେ। ଶ୍ରଦ୍ଧାଞ୍ଜଳି ମହାନ୍ତ, ରୀନା ହେମ୍ଭ୍ରମ,ଇନ୍ଦାମଣି ହେମ୍ଭ୍ରମ ଏବଂ କଲେଜ ହଷ୍ଟେଲ ର ଛାତ୍ରୀମାନେ ସହଯୋଗ କରିଥିଲେ।ଏହା ପରେ କାପୁରା ମାରାଣ୍ଡି,ଚମ୍ପା ସୋରେନ, ପ୍ୟାରି ବାରଦା,ଜମୁନା ମୁର୍ମ, ରିତା ବାନରା, ପାଲମଣି ନାଏକ, ସାରଥୀ ମାରାଣ୍ଡି,ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। କଲେଜ ର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।ସଭାଶେସରେ ଅଧ୍ଯାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ଯ ରଖି ଧନ୍ୟବାଦ ରଖିଥିଲେ।

ରାଇରଙ୍ଗପୁର ଇପିଏ ରୁ ନିଗମାନଦ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.