ମାଁ ସମଲେଶ୍ଵରୀଙ୍କ ଙ୍କ ଧବଳମୁଖୀ ବେଶ
ଆଶ୍ୱିନ ଶୁକ୍ଳ ପକ୍ଷ ଅମାବାସ୍ୟା ମହାଳୟା l ଏହି ତିଥିରେ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ଭକ୍ତ ଙ୍କ ବିଶ୍ବାସ ରହିଥାଏ l ବରଗଡ ଜିଲ୍ଲା ତଳି ପଡା ସ୍ଥିତ ଆୟୋଯୋକ ଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ଦର୍ଶକଙ୍କ ଭିଡ଼ ମଧ୍ୟ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା l
ବରଗଡ ଇପିଏ ରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )