ମାଟି ତଳୁ ଅଷ୍ଟଭୂଜା ଦେବୀ ମୃର୍ତ୍ତି ଉଦ୍ଧାର

0 7

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅର୍ନ୍ତରତ ତୁଳଙ୍ଗ ପଞ୍ଚାୟତ ସ୍ଥିତ ନାଉଲ ଗ୍ରାମରେ ମିନତୀ ମହାନ୍ତି ଙ୍କ ବାରି ଚକଡା଼ ରୁ ୫ ଫୁଟ ମାଟି ତଳୁ ଅଷ୍ଟ ଭୁଜା ଦେବିମୃର୍ତ୍ତି ଉଧ୍ୟାର କରାଯାଇଛି । ରାତିରେ ସ୍ୱପ୍ନା ଦେଶ ହେବାପରେ ପରିବାର ତରଫରୁ ଗାତ ଖୋଳା ଯାଇଥିଲା ଓ ଅଷ୍ଠଭୂଜା ଦୃଗା ମୃର୍ତ୍ତି ମିଳିଥିଲା ,ଘଟଣା ପ୍ରଘଟ ହେବାପରେ ଘଟଣା ସ୍ଥଳରେ ଭିଡ ଲାଗି ଥିଲା, ଗ୍ରାମର ମୂଖିଆ ମାନେ ଵୈଦିକ ବ୍ରାହ୍ମଣ ଡାକି ଉକ୍ତ ଦେବୀ ମୃର୍ତ୍ତି କୁ ଗ୍ରାମରେ ପ୍ରତିଷ୍ଠା କରାଯ ଯାଇଛି।
ମାଟି ତଳୁ ବାହାରିବା ର ଜାଣି ଆଖ ପାଖ ଗାଁ ର ଲୋକ ମାନେ ଭିଡ କରି ଦେବୀ ଙ୍କୁ ପୂଜା ର୍ଚନା କରିଛନ୍ତି। କିଛି ଏହି ଘଟଣା କୁ କପୋଳକଳ୍ପିତ କହୁଥିବା କେତେକ ଅଲୋକିକ ବୋଲି କହୁଛନ୍ତି।

ତିର୍ତୋଲଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.