ମିଶନ ଶକ୍ତି କାଯ୍ୟକ୍ରମ ରେ 58 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏକ କୋଟି 62 ଲକ୍ଷଟଙ୍କା ଋଣ ସହାୟତା



କଟକ ଜିଲ୍ଲା ବଡମ୍ବା ବ୍ଲକ ରେ ବଡମ୍ବା ନରସିଂହପୁର ପୂବତନ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ବଡମ୍ବା ବ୍ଲକ ସମିଳନୀ ରେ କକ୍ଷ ରେ ମିଶନ ଶକ୍ତି କାଯ୍ୟକ୍ରମ ରେ 58ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏକ କୋଟି 62ଲକ୍ଷ ଟଙ୍କା ର ଋଣ ସହାୟତା ପତ୍ର ବଣ୍ଟନ କରା ଯାଇଥିଲି ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ମିଶ୍ର ଯୋଗ ଦେଇ ଥିଲେ ଆର୍ଥିକ ବର୍ଷ ଏଥରକୁ ମିଶାଇ 373ମହିଳା ଗୋଷ୍ଠୀ କୁ ନଅ କୋଟି 29ଲକ୍ଷ ଟଙ୍କା ସହାୟତା ମଞ୍ଜୁରୀ ପତ୍ର ଦିଆ ଯାଇଥିଲି ବୋଲି ଉଲେଖ କରିଥିଲେ ବ୍ଲକ ଅଧକ୍ଷା ଶ୍ରୀମନ୍ତୀ ଅନୁସୟା ନାୟକ ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି କାଯ୍ୟକ୍ରମ ରେ ବ୍ଲକ ଉପlଦକ୍ଷ୍ୟ ଶ୍ରୀ ସଦାନନ୍ଦ ସ୍ୱଇଁ ବ୍ଲକ ମହିଳା ମହା ସଙ୍ଘ ଅଧକ୍ଷା ଶ୍ରୀମନ୍ତି କିରଣ ବାଳ ଆଚlଯ୍ୟ ବିଡ଼ିଓ ଶ୍ରୀଯୁକ୍ତ ଉତ୍କଳ ଆଚାଯ୍ୟ ସିଡିପିଓ ପ୍ରମିଳା ଦେଇ ପ୍ରମୁଖ ବକ୍ତବ୍ୟ ରଖି ଥିଲେ ଜୀବନ ଜୀବିକା ମିଶନ ଅଧିକା ରିଣୀ ବ୍ଲକ କୋଡ଼ି ନେଟର ପ୍ରମୁଖ କାଯ୍ୟକ୍ରମ ସଂଚାର କରିଥିଲେ
କଟକ ଜିଲ୍ଲା ବଡମ୍ବା ଇପିଏରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )