ମୁଁ ହଁ ଖୋଲି ନାହାଁନ୍ତି ବାପି ଶାର୍କେଲ

0 160

କର୍ମୀ ପ୍ରାଚାର କଲେଣି ବିଜେଡି ରେ ଶଙ୍ଖ ଧରୀବେ ଏଥର ବାପିଭାଇ

ତିର୍ତୋଲ : ଯେତେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ସେତେ ସରଗରମ ହେଉଛି ପାରାଦୀପ ନିର୍ବାଚନ ମଣ୍ଡଳୀ ର ଗ୍ରାମ ପଞ୍ଚାୟତ ,ଏହି ନିର୍ବିଚନ ମଣ୍ଡଳୀ ରେ ବିଜେଡି ର ଦବଦବା ଲାଗି ରହିଥିବା ବେଳେ କଂଗ୍ରେସ ର ଅସ୍ଥଗାମି ରବି ବେଲାଉ ଥିବା ବାପି ଶାର୍କେଲ ଦଳକୁ ସମ୍ଭାଳିବା ରେ ଅସମର୍ଥ ହେଲାଣି ବୋଲି କଂଗ୍ରେସ କର୍ମୀ ଟୁପୁରୁଟାପର ହେଉଛନ୍ତି। ଗତ କିଛି ବର୍ଷହେଲା ଶାର୍କେଲ ବାବୁ ଆଉ ଦଳପାଇଁ ହାତ ଖୋଲା ଖର୍ଚ୍ଚ କରୀପାରୁ ନାହାନ୍ତି ଫଳରେ ଦଳ ନାରେ କର୍ମୀ ମାନେ ଆଉ ଶାର୍କେଲ ବାବୁ ଙ୍କୁ ଶୋଷଣ କରିପାରୁ ନାହାଁନ୍ତି ଶାର୍କେଲ ସାହେବ ବି ବେଳଠୁ ହୁସିଆର ହୋଇଯାଇ କଂଗ୍ରେସ ଦଳ ଛାଡି ବିଜେଡି ରେ ସାମିଲ ହେବାର ଶତକଡା ଶହେ ଗ୍ୟାରେଣ୍ଟି ମିଳୁଥିବା ପାରାଦୀପ ଆ କଂଗ୍ରେସ କର୍ମୀ ମାନେ ଜାଣି ଚୁପୁ ବସି ଗଲେଣି, ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ବିପୀ ଶାର୍କେଲ ବିଜେଡିରେ ମିଶି ଗଲେ ପଦ୍ମ ଫୁଲିଆ ବିଜେପି ଦଳ ର ଆଶା ମଉଳି ବାର ସମ୍ଭାବନା ଦୃଧତର ହେଉଛି ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.