
ତିର୍ତୋଲ : ମୂଳାଷ୍ଠମି ଠାରୁ ଆରମ୍ଭ ହେଉଛି ପିଠ ଦେବୀ ଙ୍କର ଶୋଡ଼ଷ ଉପଚାର ପୂଜା ଏହି ପୂଜା ଦଶହରାରେ ଶେଷ ହେବ ଏଥିପାଇଁ ଜଗତସିଂହପୁର ଲ୍ଲାର
ଅଧିଷ୍ଠାତ୍ରୀ ଦେବି ମା ଶାରଳାଙ୍କ ପିଠ ହୋଇଛି ଚଳଚଞ୍ଚଳ, ପ୍ରତିଦିନ ଯଥା ରିତି ପୂଜାର୍ଚ୍ଚନା ପରେ ମାଶାରଳା ଙ୍କୁ ସଂଧ୍ୟାରେ ମା ନାନା ଆଭୂଷଣରେ ରେ ସଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।ମୂଳାଷ୍ଠମି ଠାରୁ ଦଶହରା ରେ ଚଉଦ ପ୍ରକାର ବେଶରେ ସଜ୍ଜିତ ହୋଇ ଥାନ୍ତି ଆଜି ପ୍ରଥମ ଦିନ ରେ ମାର ଆକର୍ଷଣୀୟ ବେଷ । ଜୟ ମା ଶାରଳା ।ଯା ଦେବି ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,ନମୋ ତସୈ ନମୋ ତସୈ,ନମୋତସୈ ନମୋ ନମଃ।
ତିର୍ତୋଲ ଇପିଏ ରୁ ଶ୍ରୀଵତ୍ସ ପାଢୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )