ମୟୁରଭଂଜ ଜିଲ୍ଲା ଠାରେ ୩ ଟୀ ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ

0 4

ମୟୁରଭଂଜ ଜିଲ୍ଲା ଠାରେ ୩ ଟୀ ରାଜନୈତିକ ଦଳ ଯଥା କଂଗ୍ରେସ, କମୁନିଷ୍ଟ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ମିଳିତ ସହଯୋଗରେ କେନ୍ଦ୍ର ସରକାର ଙ୍କର କୃଷି ଆଇନ ଓ ଅର୍ଥ ନୀତି ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧ ରେ ଭାରତ ବନ୍ଦ ର ପ୍ରଭାବ ଦେଖା ଯାଇଥିଲା ଏଥିରେ ଏହି ଅଂଚଳ ର କଂଗ୍ରେସ ଦଳର ରାଜ୍ୟ ଯୁବ କଂଗ୍ରେସ ର ସେକ୍ରେଟାରୀ , ବ୍ଲକ ସଭାପତି ଶ୍ରୀ ଚିତ୍ତ ବିକାଶ ମହାପାତ୍ର. କମୁନିଷ୍ଟ ଦଳର ଜୋନ ପ୍ରେସିଡେଣ୍ଟ ,ମହିଳା ମୋର୍ଚ୍ଚା ର ଶ୍ରୀ ମତୀ ଦମୟଂତୀ ନାଏକ,ହୀରା ବିନ୍ଧାଣି ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ପ୍ରବକ୍ତା ଶ୍ରୀ ବନ୍ଧନ ସିଂ ଓ ବ୍ଲକ ଆଡ଼ ଭାଇଜାର୍ ସହିତ ସମସ୍ତ ଦଳ ର କର୍ମୀ ମାନେ ଉପସ୍ଥିତ ଥିଲେ |ଏବଂ ଏହି ବନ୍ଦ ପାଳନ ରେ ସମସ୍ତ ସରକାରୀ ଅଫିସ,ସମସ୍ତ ଦୋକାନ ବଜାର ବନ୍ଦ ରହିବା ସଙ୍ଗେ ସଙ୍ଗେ ଜାତୀୟ ରାଜପଥ ରେ private ଓ ଏମାର ଜେନ୍ସୀ ଗାଡି କୁ ଛାଡି ବାକି ସମସ୍ତ ଗାଡି କୁ ଅଟକ ରଖାଯାଇଥିଲା ଓ ଏହି ଭାରତ ବନ୍ଦ ପାଳନ ରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ |

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.