ଯନ୍ତ୍ରୀ ଙ୍କ ବିଦ୍ୟା ର ନଗ୍ନ ନମୁନା ବଣିତୋ ଉଚ ପାଣିଟାଙ୍କିର ଛିଦ୍ର।

0 66

ଯନ୍ତ୍ରୀ ହେଉଛନ୍ତି ଆଧୁନିକ ଯୁଗର ବିଶ୍ୱକର୍ମା।ମାତ୍ର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ପାନୀୟ ଜଳ ପ୍ରକଳ୍ପ ର(RWSS)ଯେଇ ନଂ 1ଙ୍କ ବିଦ୍ୟା ର ନଗ୍ନ ଦୃଶ୍ୟ ପାଲଟିଛି ଏହି ପାଣିଟାଙ୍କି lନିର୍ମାଣ ର ପରେ ଯେତେବେଳେ ଏହାକୁ ବ୍ୟବହାର କରାଗଲା ଯନ୍ତ୍ରୀ କଂ ବିଦ୍ୟା ର ଅସଲ ଚେହେରା ପଦାକୁ ଆସିଲା l ଟାଙ୍କି ସାରା ଫୁଟା l ବିଭାଗ ଆପଣା ଯନ୍ତ୍ରୀ କୁ ରଖ୍ୟା କରି ବାକୁ ଯାଇ ଉପରକୁ ପାଣିଉଠାଇବା ସେଦିନୁ ବନ୍ଦ କରି ଦେଇଛନ୍ତି।ପମ୍ପ ଯୋଗେ ଚାଲିଛି ଜଳ ଯୋଗାଣ।


ଠିକାଦାର ଓ ଯନ୍ତ୍ରୀ ଙ୍କମଧୁଚନ୍ଦ୍ରିକା ବଣିତୋ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ।ଷ୍ଟ୍ରକଚର ରୁ କଳଙ୍କିଲାଗି ପଦାକୁ ଦିଶିଲା ଣି, ଏପର୍ଯ୍ୟନ୍ତ ପ୍ରତିଗୃହକୁ ଜଳସଂଯୋଗ ହୋଇପାରି ନଥିବା ବେଳେ।ପ୍ରକଳ୍ପ ଭୂଷୂଡି ବା ପୂର୍ବାନୁ ମାନ କରିହେଲାଣି ମହିଳା ଯନ୍ତ୍ରୀ ଙ୍କ ମଇଳା ପାଠ ଗ୍ୟାନ ସରକାରୀ ଅର୍ଥକୁ ବାଟବଣା କରିଥବାରୁ କାର୍ଯ୍ୟ ନୁ ଷ୍ଠାନ ପାଇଁ ଦାବି ହେଉଛି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.