ଯୋଗ୍ୟ ହିତାଧିକାରୀଙ୍କୁ ସୁଭିଧା ଯୋଇଗେଇଦେବା ଦାବି

0 8

ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେବା, ଜଙ୍ଗଲ ଜମି ପଟା ପ୍ରଦାନ, ଭୂମିହୀନ କୁ ୪ ଡିସିମିଲ ଘରଡିହି ଜାଗା ଯୋଗାଇଦେବା, ବିଦ୍ୟୁତ ଶୁଳ୍କ ବୃଦ୍ଧି ଏଭଳି ଅନେକ ଗୁଡିଏ ସମସ୍ୟାକୁ ନେଇ ପଞ୍ଚାୟତ ଘେରାଉ ଅଭିଯାନ ରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ, ଜମନକିରା ବ୍ଲକ, ଭୋଜପୁର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ଓଡିଶା ର ମହାମହିମ ରାଜ୍ୟପାଳ ଙ୍କୁ ଉଦ୍ଦେଶ୍ୟ କରି ଏକ ଦାବିପତ୍ର ପ୍ରଦାନ କରାଗଲା। ଏହି ଅବସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଜିଲ୍ଲା ପରିଷଦ ସଭ୍ୟ ସୁସାନ୍ତ ବେରିହା, ମଣ୍ଟୁ ବେହେରା, ମହେଶ ରାଏ, ଚିତ ରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.