ରଣପୁର ବିଧାୟକ ସତ୍ୟ ନାରାଯଣ ପ୍ରଧାନ ଙ୍କ ନେତୃତ୍ବରେ ଆଜି ଶତାଧିକ ବିଜେଡି କମୀ ବ୍ଳକ ସମ୍ମୁଖରେ ପ୍ରତିବାଦ କରୁଥିବା ର ଦେଖି ବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସତ୍ୟ ନାରାଯଣ ପ୍ରଧାନ । ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକ,କିଶୋର ପଟ୍ଟନାୟକ,ସ୍ବଣ୍ ପ୍ରକାଶ ରାଉତରା ପାଣ୍ଡବ ସେଠି ପ୍ରମୁଖ କେନ୍ଦ୍ର ସରକାର ଙ୍କ ବିରୋଧ ରେ ମତ ଦେଇଥିଲେ । ଆସନ୍ତୁ ଦେଖିବା କିଛି ଖବର ଉପରେ ନଜର ।
ବାଳକୃଷ୍ଣ ଷଡ଼ଙ୍ଗୀ ଇପିଏ ନ୍ଯୁଜୂ ରଣପୁର ।
ରଣପୁର ଇପିଏ ରୁ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )