ରବିବାର, ଅଲେଖଙ୍କ ମାଛ ବେପାର କଚେ ପୁଅ ବାର,

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ର କନକପୂର ପଞ୍ଚାୟତ ର ଦଳିଆ ଛକରେ ଦେଖିବାକୁ ମିଳେ ମା କାଳି ବେହେରା ମାଛ ଦୋକାନ, ଜଳ ସେଚନ ନାଲ ବନ୍ଦ କଡରେ ଥିବା ଏହି ମାଛ ଦୋକାନ ଟି ବେଷେ ପପୁ ଲାର,ଆଖପାଖ ରେ କଟା ମାଛ ଦୋକାନ ନଥିବା ରୁ ଏଠାରେ ବେଶେ ଜମେ ବେହେରା ବାବୁ ଙ୍କ
ମାଛ ବେପାର, ବିଷେଶ କରି ରବି ବାରିଆ ଓ ବୁଧୁ ବାରିଆ ରେ ଭଲ ଦିପଇସା ହାତକୁ ଆସେ ଵୋଲି ମାକାଳି ମାଛ ଦୋକାନ ର ମାଲିକ ଅଲେଖ ବେହେରା ପ୍ରକାଶ କରିଛନ୍ତି l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )