ରାଜ୍ୟ କ୍ୟାବିନେଟରେ ଗଜପତି ଜିଲ୍ଲାର ହରଭଙ୍ଗୀ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରୀ ହୋଇଛି
ରାଜ୍ୟ କ୍ୟାବିନେଟରେ ଗଜପତି ଜିଲ୍ଲାର ହରଭଙ୍ଗୀ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରୀ ହୋଇଥିବା ବ୍ୟୟ ଅଟକଳକୁ ଅନୁମୋଦନ ମିଳିଛି ।ଏନେଇ ପାରଳାଖେମୁଣ୍ଡି ଠାରେ ବିଜେଡିର ଗଜପତି ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସାମ୍ବାଦିକ ସମ୍ମିଳନୀ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବିଜୁ ମହିଳା ଜନତାଦଳ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ସୁଶ୍ରୀ କଲ୍ୟାଣୀ ଗଜପତି ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )