ରାସ୍ତା କାମରେ ଅନିୟମିତ୍ତତା

0 4

ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକ, ସନ୍ତରା ପଞ୍ଚାୟତ, ମଦାସାହି ଗ୍ରାମରେ ଥିବା ସୁନାରାମ ଘର ଠାରୁ ୧୮ ନମ୍ବର ଜାତୀୟ ରାଜପଥ କୁ ଲାଗି ଥିବା ରାସ୍ତା କଡ ରେ ହେଇଥିବା ମାଟି ଡ୍ରେନ ର କାମ ରେ ଅନିୟମିତତ୍ତା ଦେଖିବାକୁ ମିଳିଛି I NRGS କାମ ରେ ଜବକାର୍ଡ ଧାରୀ ମାନେ କାମ କରିବା ର ନିୟମ ଥିବାବେଳେ ଏଠି JCB ସାହାଯ୍ୟ ରେ ଠିକାଦାର କାମ କରିଥିବା ଅଭିଯୋଗ ହେଉଛି I ଉକ୍ତ କାମ ଟି ଗ୍ରାମର ଗ୍ରାମ ସଂଯୋଗ ଗୋପୀ ମାହାନ୍ତ ଙ୍କ ନାମ ରେ ଥିବା ବେଳେ ସେ ଅନ୍ୟ ଜଣେ ଠିକାଦାର ଙ୍କୁ କାମ ଟି କରିବା ପାଇଁ ଦେଇଥିବାର ସୁଚନାଁ ମିଳିଛି କିନ୍ତୁ ଠିକାଦାର ଜଣଙ୍କ JCB ସାହାଯ୍ୟ ରେ କାମ କରି ବିଲ ନେଇଥିବା ଅଭିଯୋଗ ହେଇଛି |ଏହାଦ୍ୱାରା ଜବକାର୍ଡ ହିତାଧିକାରୀ ମାନେ କାର୍ଯ୍ୟ ଅଭାବ ଥିବାବେଳେ ନିଜର ଆର୍ଥିକ ଅନାଠନ ରେ ନିଷ୍ପେସିତହେବା ଏଂବ ମହାମରୀ କରନା ସମୟରେ ପରିବାର ଭରଣ ପୋଷଣ ଘୋର ଅଭାବ ଦେଖା ଦେଇଛି ହିତାଧିକାରୀ ମାନଙ୍କ କହିବା କଥା ଆମକୁ କାମନମିଲି, JCB ରେ କରାଗଲା କେମିତି? ଏହାର ପ୍ରକ୍ରୁତ ତଦନ୍ତ କରି ନ୍ୟାୟ ଦିଆଯାଉ ହେଉଛି I ଉକ୍ତ କାମ ଟି ଗ୍ରାମର ଗ୍ରାମ ସଂଯୋଗ ଗୋପୀ ମାହାନ୍ତ ଙ୍କ ନାମ ରେ ଥିବା ବେଳେ ସେ ଅନ୍ୟ ଜଣେ ଠିକାଦାର ଙ୍କୁ କାମ ଟି କରିବା ପାଇଁ ଦେଖିବା ସୁଚନାଁ ମିଳିଛି କିନ୍ତୁ ଠିକାଦାର ଜଣଙ୍କ JCB ସାହାଯ୍ୟ ରେ କାମ ବିଲ କରିନେଇଥିବା ଅଭିଯୋଗ ହେଇଛି I

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.