ରାସ୍ତା ଦୁର୍ଘଟଣା ରେ ସାମ୍ବାଦିକ ଆହତ

0 14

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକତଥା ଓଡିଶା ସାମ୍ବାଦିକ ସଂଘ ( ଓ ଜେ ୟୁ ) ର ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ଉପଦେଷ୍ଟା ଦିଲ୍ଲୀପ ପାତ୍ର ନିଜ ବାସଭବନରୁ ବ୍ଲକ ଛକ ପଟକୁ ଆସୁଥିବାବେଳେ ବ୍ଲକ ଛକ ନିକଟରେ ନିଜ ବାଇକ ରେ ଦୁର୍ଘଟଣା ହୋଇଥିଲେ l ନିଜ ଗୋଡ଼ ଓ ମୁହଁ ରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ରାସ୍ତାରେ ବୁଲା ଗାଈ ଗୋରୁ, କୁକୁର ମାନଙ୍କ ଅବାଧ ଚଳପ୍ରଚଳ ଯୋଗୁଁ ବିଭିନ୍ନ ସମୟରେ ରାସ୍ତା ରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ବର୍ତ୍ତମାନ ଶ୍ରୀ ପାତ୍ର ସୁସ୍ଥ ଥିବା ଜଣାପଡିଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.