ଲଗାଣ ବର୍ଷାରେ ଉଜୁଡି ଯାଇଛି ଏରସମା ବ୍ଲକ ମତ୍ସ୍ୟ ଚାଷୀ ଙ୍କ ସ୍ୱପ୍ନ

0 56

ରୁଣ ସୁଝିବା ଚିନ୍ତା ରେ ଚାଷୀ

ତିର୍ତୋଲ : ଆଉନାହିଁ ସେ ଅକାତ କାତ ପାଣି ମା ବସୁମତୀ ଶୋଷି ନେଇଛି ସେ ବିଗତ ଲଗାଣ ବର୍ଷା ଜଳକୁ। ମାତ୍ର ଶୁଖିଲା ବିଲବାଡି ସହିତ ସୁଖି ଯାଇଛି ଏରସମା ମତ୍ସ୍ୟ ଚାଷୀ ଙ୍କ ସ୍ୱପ୍ନ ଓ ଆଶା,ଏକର ଏକର ପୋଖରୀ , ଲଖ୍ୟ ଲଖ୍ୟ ଟଙ୍କା ର ମାଛ ଭାସି ଯିବା ପରେ ହତାସ ହୋଇ ପଡିଛନ୍ତି ମାଛ ଚାଷୀ ରୂଣ
ଭାର ପରିଶୋଧ ଚିନ୍ତା ହଜାଇ ଦେଇଛି ଆଖିରୁ ନିଦ,କୋହଭରା ଅଭିଯୋଗ କେହି ଶୁଣିଲେ ନି ଆମର ଦୁଃଖ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.