ଲଗାଣ ବର୍ଷା ରେ ବେହାଲ ଜଗତସିଂହପୁର ଜିଲା
ବଗୋଂପ ସାଗର ରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସାରା ଜଗତସିଂହପୁର ଜିଲ୍ଲାରେ ଵାଦଲ ଫଟା ବର୍ଷା ବେହାଲ କରିଛି ଜିଲ୍ଲାର ଜନଜୀବନ କୁ ତିର୍ତୋଲ, ବାଲିକୁଦା,ଏରସମା, କୁଜଙ୍ଗ ବ୍ଲକ ରୁ ମିଳିଥିବା ଚିତ୍ର ବୟାନ କରିଛି ଏମାନଙ୍କ ଦୁଃଖ ଦୃଦଶା, ଶହଶହ ଏକର ମାଛ ଚାଷ ଉଜୁଡି ଯାଇଛି। ମସ୍ଛ୍ୟ ଚାଷୀ ମୂଣ୍ଡ ରେ ହାତଦେଇ କାନ୍ଦୁ ଛନ୍ତି ,ହଯାର ହଯାର ହେକ୍ଟର ଚାଷଜମି ଜଳମଗ୍ନ, ଗାଁ ଦାଣ୍ଡରେ କୃତ୍ରିମ ବନ୍ୟା। ଭୁଶୁଡି ପଡିଛି କଚାଘର, ପ୍ରଶାସନ ର ସହଯୋଗ ଲୋଡିଛନ୍ତି ଲୋକେ ହେଲେ ପ୍ରଶାସନ ର ନିଦ୍ରା ଭାଗିଂନି , ବହୂପରିବାର ଙ୍କଚୂଲି ରେ ପାଣି ପସୀ ରହିଥିବା ରୁ ଭୋକିଲା କଟୁଛି ଦିନ ସରକାରୀ ସାହାଯ୍ୟ ଲାଗି ଏରସମା ର ତଳିଆ ଅଞ୍ଚଳର ଲୋକମାନେ ନିବେଦନ କରିଛନ୍ତି ସରକାର ଙ୍କୂ ସାହାଯ୍ୟ ଲାଗି ନା ,ଅଦ୍ୟାବଧି କୌଣସି ପ୍ରକାର ସହାଜ୍ୟ ସହଯୋଗ ପହଞ୍ଚି ପାରିନାହିଁ ବଡ ଦୃଦିନ ଇଣିଦେଇଛି ଏ ବାଦଲ ଫଟା ବର୍ଷା।
ଜଗତସିଂହପୁର ଜିଲ୍ଲା ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )