ଲଗାଣ ବର୍ଷା ରେ ହନ୍ତସନ୍ତ

0 17

ପରିବାର କୁ ପଲିଥିନ ଓ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଜେପି ନେତା ଓ କର୍ମୀ

ଲଗାଣ ବର୍ଷା ଯୋଗୁ ତିର୍ତୋଲ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଜଳବନ୍ଦୀ ଓ ଅସହାୟ ପରିବାର ଙ୍କ ପାଖରେ ପହଞ୍ଚି ଦରଦୀ ପରିବାର ଙ୍କୁ ସହଯୋଗ ର ହାତବଢାଇ ବାସହ ଶୁଖିଲା ଖାଦ୍ୟ ଓ ପଲିଥିନ ବାଣ୍ଟିଲେ ତିର୍ତୋଲ ର ବରିଷ୍ଠ ବିଜେପି ନେତା ରାଜକିଶୋର ବେହେରା ଓ କର୍ମୀl ଦୁସ୍ତ ପରିବାର ମାନଙ୍କୁ ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ରାଜକିଶୋର ବେହେରା ମଣ୍ଡଳ ସଭାପତି ସୁନନ୍ଦ ବିଶ୍ୱାଳ, ରୂପକ ଖୁଣ୍ଟିଆ, ବରିଷ୍ଠ କାର୍ଯ୍ୟକର୍ତା ଭରତ ଭାଇ, ଧୁନ ଭାଇ ଓ ଅନ୍ୟନ୍ୟ କାର୍ଯ୍ୟକର୍ତା ସହ ମିଶି ଅଞ୍ଚଳ ବୁଲି ଦେଖିବା ସହ କିଛି ଭଙ୍ଗା ଘର ପାର୍ଥୀଙ୍କ ସହଯୋଗରେ ପଲିଥିନ ଏବଂ ଆର୍ଥିକ ସହଯୋଗ ଯୋଗାଇବା ସହ BDO ଙ୍କ ସହ କଥା ହୋଇ ତୁରନ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଥିଲେ ବିଜେପି ନେତା, ଦୃଦିନରେ ଲୋକମାନଙ୍କ ପାଖରେ ବିଜେପି ପହଂଚି ଥିବା ରୁ ଲୋକମାନେ ବିଜେପି କୁ ଧନ୍ୟବାଦ ଜଣାଇଛନ୍ତି ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.