ଲୁଟେରା ଦଳ ଓ ଜଣେ ବୋଲେରୋ ଡ୍ରାଇଭର ଙ୍କୁ ଝାଡ଼ପୋଖରିଆ ପୋଲିସ ଗିରଫ

0 8

ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଝାଡ଼ପୋଖରିଆ ଅଞ୍ଚଳରେ ଏକ ଛଅ ଜଣିଆ ଲୁଟେରା ଦଳ ଓ ଜଣେ ବୋଲେରୋ ଡ୍ରାଇଭର ଙ୍କୁ ଝାଡ଼ପୋଖରିଆ ପୋଲିସ ଗିରଫ କରିବା ସହିତ ନଗଦ ୧୫ ହଜାର ୬୪୦ ଟଂକା,୭୬୯ ଖଣ୍ଡ ସ୍କ୍ର୍ଯାଚ କୂପନ,୪ ଖଣ୍ଡ କ୍ୟାସମେମୋ, କିଛି ଇଲୋକ୍ ଟ୍ରୋନିକସ ଜିନିଷ ସହିତ ଗୋଟୀଏ ଏନଫୀଲ୍ଡ ବାଇକ ଓ ଗୋଟିଏ ବୋଲେରୋ ଗାଡି ଜବଦ୍ କରିବା ସହିତ କେସ ନୋ :୨୦୧ /୧୫ /୦୯ /୨୧ ଅନୁସାରେ
U/S ୪୧୯ /୪୨୦ /୪୬୭ /୪୬୮ /୩୪ IPC ଧାରା ରେ ମାମଲା ଋଜୁ କରି କୋର୍ଟ ଚାଲାଣ କରିଛନ୍ତି l

ମୟୂରଭଞ୍ଜ ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.