ଶିକ୍ଷକ ଙ୍କ ମାଡ଼ରେ ଫାଟିଲା ଛାତ୍ର ଙ୍କ ପିଠି

0 55

ଦଣ୍ଡମୁକ୍ତ ଅଂଚଳ ରେ ପିଲାଙ୍କୁ ଦିଆଯାଇଛି ମାଡ଼ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବା କୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକ ରଗଡି ପଡ଼ା ନୋଡାଲ ହଇ ସ୍କୁଲ ପରିସରରେ ରାଜ୍ୟ ସରକାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକ କୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିବାପରେ ଏହାକୁ ଭୁକ୍ଷେପ କରୁନାହାନ୍ତି ଶିକ୍ଷକ ଯାହା ଦେଖିବା କୁ ମିଳୁଛି ବଡମ୍ବା ବ୍ଲକ ଅଧିନସ୍ଥ ରଗଡି ପଡ଼ା ନୋଡାଲ ହାଇ ସ୍କୁଲ ରେ ସେହି ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ର ବିଷ୍ଣୁପ୍ରସାଦ ସ୍ୱାଇଁ ଶିକ୍ଷକ ଆଜିତି ସେଠି ମାଡ ମାରିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ବିଷ୍ଣୁ ପ୍ରସାଦ ସ୍ୱାଇଁ ଙ୍କ ରୋଲ ନମ୍ବର 5 ନବମ ଶ୍ରେଣୀ ରେ ପାଠ ପଢୁଛନ୍ତି ପିତା ଘନଶ୍ୟାମ ସ୍ୱାଇଁ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ନବମ ଶ୍ରେଣୀ ରେ ପାଠ ପଢେ ସବୁଦିନ ପରି ମୋପୁଅ ଶିଷ୍ଣୁ ପ୍ରସାଦ ପାଠ ପଢିବା ପାଇଁ ରଗଡ଼ିପଡ଼ା ନୋଡାଲ ହାଇ ସ୍କୁଲ କୁ ଯାଉଥିଲା ପାଠ କରି ନଥିବାରୁ ଶିକ୍ଷକ ଆଜିତି ସେଠି ବେତରେ ପିଠି ଫଟାଇ ଦେଇଥିଲେ ଯାହାକି ଫଟୋ ରେ ଦୃଶ୍ୟ ମାନ ହେଉଛି ଦଣ୍ଡ ମୁକ୍ତ ଅଞ୍ଚଳ ରେ ପିଲାମାନଙ୍କୁ ବେତରେ ମାଡ ମାରିବା ସରକାର ଙ୍କ ନିୟମ ବିରୁଦ୍ଧଥିବ ସ୍ୱ ତେ କିଭଳି ଶିକ୍ଷକ ଅଜିତ ସେଠି ପିଲାଙ୍କୁ ମାଡ ମାରୁଛ ନ୍ତି ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଛ ନ୍ତି କଣ ଅଭିଯୋଗ କରି ଛନ୍ତି ବିଷ୍ଣୁ ର ବାପା ଘନଶ୍ୟମ ସ୍ୱାଇଁ ଅନେଇ ସେ ବଡମ୍ବା BO ଙ୍କୁ ଲିଖିତ ଅଭିଯୋଗ କରିବା ସହିତ ବଡମ୍ବା ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି l

ବଡମ୍ବା ଇପିଏ ରୁ ତପନ କୁମାର ସେଠଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.