ଷଣ୍ଢ ବୋଝେଇ ଟ୍ରକକୁ ଅଟକ ରଖିଲା ଦେବ ସେନା ହିନ୍ଦୁ ସଙ୍ଗଠନ

0 21

ପୁରୀ ଜିଲ୍ଲା କାକଟପୁର ସମେଶ୍ଵର ମନ୍ଦିର ଆଗରେ ଏକ ଷଣ୍ଢ ବୋଝେଇ ଟ୍ରକକୁ ଅଟକ ରଖିଲା ଦେବ ସେନା ହିନ୍ଦୁ ସଙ୍ଗଠନ ।

ଷଣ୍ଢ ବୋଝେଇ ଟ୍ରକ ଦେଖି ଦେବ ସେନା ହିନ୍ଦୁ ସଙ୍ଗଠନ ଷଣ୍ଢ ବୋଝେଇ ଟ୍ରକ ଅଟକ ରଖି କାକଟପୁର ପୋଲିସ ଖବର ଦେଇଥିଲେ। କାକଟପୁର ପୋଲିସ ଖବର ପାଇଁ ଷଣ୍ଢ ବୋଝେଇ ଟ୍ରକ କୁ ଜବତ କରି ଗାଡିର କାଗଜପତ୍ର ଯାଂଚ କରିବା ସହ କାହିଁକି ଷଣ୍ଢ ଟ୍ରକ ରେ ବୋଝେଇ କରାଯାଇଥିଲା। କେଉଁଠୁ ଆସିଲା ତଦନ୍ତ ଚଳାଇଛନ୍ତି।କାକଟପୁର ପୋଲିସ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.