ସଂକଳ୍ପ ସ୍ୱଛାସେବି ଅନୁଷ୍ଠାନ ଦ୍ୱାରା ୫୦୦ଚାରା ରୋପଣ କରାଗଲା

0 11

ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱଛାସେବି ସସେବି ସଂଗଠନ ସଂକଳ୍ପ ତିର୍ତୋଲ ବ୍ଲକ ସ୍ଥିତ ଅଇରି ଗ୍ରାମ ରେଥିବା ଖୋଲାପଡିଆ କେନାଲ ବନ୍ଦ,ଓ ବିଦ୍ୟାଳୟ ପଡ଼ିଆରେ ” ଅନାମ ନାଏକ,ବିରଞ୍ଚି ନାରାୟଣ ଦାସ, ନିଳକଣ୍ଠ ନାଏକ, ଅମିତି ସାହୁ, ଟୁନା ଆଦି ସ୍ୱଛାସେବି ଓ ଅଇରି ଗ୍ରାମବାସୀଙ୍କ ସମ୍ମିଳିତ ସହଯୋଗ ରେ ୫୦୦ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା।ତତ୍ ସହିତ ‘ଗୋଟିଏ ମଣିଷ,ଗୋଟିଏ ଗଛ’ ର ନାରା ନେଇ ପରିବେଶବିତ ପ୍ରଦ୍ୟୁମ୍ନ ରଥ ବୃକ୍ଷର ଉପକାରିତା ସମ୍ବନ୍ଧରେ ଲୋକ ମାନଙ୍କୁ ଅବଗତ କରାଇ ଥିଲେ।ରୋପଣ କରାଯାଇଥିବା ସମସ୍ତ ବୃକ୍ଷ ଗୁଡ଼ିକ ହରି ହର ଔଷଧାଳୟ, ଅଲଣା ତରଫରୁ ପ୍ରଦାନ କରାଯାଇଥିଲା। ଦିଲ୍ଲୀପ ମଲ୍ଲିକ,ଜିତେନ୍ଦ୍ର ଦାସ,ସରାଦ କାଣ୍ଡି, କାଳନ୍ଦି ଶତପଥୀ, ସତ୍ୟରଞ୍ଜନ ମଲ୍ଲିକ,ଆମର ଦାସ,ଅନାମ ସାହୁ, ରବିନାରାୟଣ ଦାସ ଇତ୍ୟାଦି ବହୁ ଗ୍ରାମ ବାସୀ ଏଠି ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ।

ତିର୍ତୋଲ ଇପିଏ ରୁ ଶ୍ରୀଵତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.