ସଂଯୁକ୍ତ କିଷାନ ମୋର୍ଚ୍ଚା ନରସିଂହପୁର ଶାଖା ସରକାରଙ୍କ ତିନି କୃଷି କଳା ଆଇନ ବିରୁଦ୍ଧରେ ବନ୍ଦ ଡାକରା

0 17

ନରସିଂହପୁର ଚାଷୀ ସଂଗଙ୍ଗଠନର ସଭାପତି ସୁଶାନ୍ତ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଭାରତ ବନ୍ଦ ଡାକରା ପଞ୍ଚମୁଖୀ ଛକଠାରେ ସଫଳ କରାଯାଇଅଛି! ଏହି ବନ୍ଦ ଡାକରେ ବିଭିନ୍ନ କଲେଜ ଛାତ୍ର ସାମିଲ ହୋଇଥିଲେ l ଅଭୟ ମହାନ୍ତି,ଜୀବନ ନାୟକ,ଅକ୍ଷୟ ମହାନ୍ତି,ରାଧାମଧଵ ସାହୁ ରୁଦ୍ରପ୍ରସଦ ସାହୁ, ଏବଂ ସଂଗଠନର ଆବାହକ ଜ୍ଞାନରଞ୍ଜନ ନାୟକ,ଅରୁଣ କୁମାର ପ୍ରଧାନ ସନ୍ତୋଷ କୁମାର ନାୟକ,ଅଜୟ କୁମାର ପ୍ରଧାନ ପ୍ରଶାନ୍ତ ପଟ୍ଟନାୟକ ପ୍ରସାଦ ନାୟକ ଯୁବ ସଂଗଠନ ସଭାପତି ସେକ ସବିବି ଉପସ୍ଥିତ ଥିଲେ l

ନରସିଂହପୁର ଇପିଏ ରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.