ସଦର ବିଧାୟକ ମୋହନ ମାଝୀ ଙ୍କ ଉପରକୁ ବୋମା ମାଡ ଉଦ୍ୟମ

0 4

କେନ୍ଦୁଝର ଜିଲ୍ଲା ସଦର ମହକୁମା ସ୍ଥିତ ମାଣ୍ଡୁଆ ରେ ଅବସ୍ଥିତ ବି ଜେ ପି କାର୍ଯ୍ୟାଳୟ ସମୁଖରେ ଦୁଇ ଦୁର୍ବୁର୍ତ୍ତ ବୋମା ଫିଙ୍ଗି ଫେରାର ହୋଇଛନ୍ତି l ଉକ୍ତ ଘଟଣା ସମୟରେ ସଦର ବିଧାୟକ, ପି ଏସ ଓ, ଏବଂଗ ତାଙ୍କ ଡ୍ରାଇଭର ଉପସ୍ଥିତ ଥିଲେ ଓ କିଛି କର୍ମୀ ଉକ୍ତ ଦୁର୍ବୁତ୍ତ ଙ୍କୁ ଧରିବାକୁ ପିଛା କରିଥିଲେ କିନ୍ତୁ ବୋମା ଫିଙ୍ଗି ଥିବା ଦୁର୍ବୁତ୍ତ ଫେରାର ଥିବା ଜଣାଯାଇଛି lଉକ୍ତ ବୋମା ମାଡ଼ କୁ ବିରୋଧ କରି ବିଜେପି କର୍ମୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି l

କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.