ରଣପୁର ବ୍ଳକ ଅନ୍ତର୍ଭୁକ୍ତ ରାମଚନ୍ଦ୍ର ପୁର ଶାସନ ରେ ଗ୍ରାମବାସୀ ସହଯୋଗ ରେ ଅଁଳାନବମୀ ଠାରୁ କାର୍ତ୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ସାତ ଦିନ ବ୍ଯାପି ମଠ ରୁ ମନ୍ଦିର ସବୁ ଠାରେ ହୁଏ ଭଗବତ ପାଠ । ତହା କାର୍ତ୍ତିକ ପୂଣ୍ଣିମା ରେ ହୁଏ ଉଦ୍ ଯାପନ୍ । ଆସନ୍ତୁ ଦେଖିବା ବିନା ଭକ୍ତ ରେ ଲାଗୁଛି କପରି ।
ନୟାଗଡ ଜିଲ୍ଲା ରଣପୁର ଇପିଏ ରୁ ବାଳକୃଷ୍ଣ ଷଢଙ୍ଗି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )