ସହିଦ ଭଗତ ସିଂଙ୍କର ୧୧୪ତମ ଜନ୍ମ ଜୟନ୍ତୀ ପାଳନ

0 4

ଯାଜପୁର ଜିଲ୍ଲା ର ଯାଜପୁର ରୋଡ ର ସହିଦ ଭଗତ ସିଂ ଯୁବକ ସଂଘ ଆନୁକୂଲ୍ୟରେ ସହିଦ ଭଗତ ସିଂଙ୍କ୧୧୪ତମ ଜନ୍ମଦିବସ ବ୍ୟାସଶ୍ରୀ କଳାନିକେତନ (ଡୋଲିପୁର)ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉଛବ ରେ ଅନୁଷ୍ଠାନର ସ୍ଥାଇ ସଭାପତି ରାଜେନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତା କରି ଥିଲେ l ସହିଦ ଭଗତ ସିଂଙ୍କ ଜୀବନୀ ସଂଗ୍ରାମ ଓ ଦେଶପାଇଁ ତ୍ୟାଗର ପରାକାଷ୍ଠା ବିଷୟରେ ଆଲୋଚନା ହୋଇଥିଲା ଏହିସଭାରେ ବ୍ୟାସନଗରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଥିଲେ l ବ୍ୟାସନଗରର ସହରମଧ୍ୟରେ ସହିଦ ଭଗତ ସିଂ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସେମାନଙ୍କର ମତବ୍ୟକ୍ତ କରିଥିଲେ l ସେମାନଙ୍କ ମଧ୍ୟରେଥିଲେ ନାରାୟଣ ଚନ୍ଦ୍ର ନାୟକ,ନରେଶ ରାଉତ, ନରେଶ ମସ୍କରା , ଚନ୍ଦ୍ରମଣି ସାମଲ, ଜ୍ଞାନରଞ୍ଜନ ରାଉତ, ବାଇଧର ମାଝୀ, ଉପେନ୍ଦ୍ର ନାଥ ମହାନ୍ତି, ରମେଶ ଚନ୍ଦ୍ର ବିଶ୍ଵାଳ, ଅକ୍ଷୟ ନାୟକ, ସନାତନ ମଲିକ,ବିନୟ ରାଉତ, ମଳୟ ମଲ୍ଲିକ, ଆଶିଷ ବଳ, ନୀଳମଣି ମଲିକ, ସଞ୍ଜୟ ମହାନ୍ତି, ଚିନ୍ତାମଣି ମଲିକ,ହେମନ୍ତ କୁମାର ନାୟକ ,ପୁରୁଷୋତ୍ତମ ପାତ୍ର, ପିନାୟକ ଓଝା,ମନ୍ମଥ କୁମାର ରାଉତ ‘ଶେଷରେ ଅନୁଷ୍ଠାନର ସମ୍ପାଦକ ହେମନ୍ତ କୁମାର ଧୀର ଧନ୍ୟବାଦ ଦେଇଥିଲେଏହି ଅବସର ରେ ଜଣେ ରକ୍ତ ହୀନତା ମହିଳା ଙ୍କୁ ଯୁବକ ସଙ୍ଘ ରେ କୋଷାଧକ୍ଷ ପରେଶ ଦାସ ରକ୍ତ ଦାନ କରି ଥିଲେ ତାଙ୍କ ର ମହନୀୟତା କାର୍ଯ୍ୟ କୁ ବୁଦ୍ଧି ଯିବି ମହଲ ରେ ପ୍ରଶଂସା କରା ଯାଇ ଥିଲା l

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.