ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଛତ୍ର ଛାୟା ତଳେ ରହିଛନ୍ତି କ୍ରିମିନାଲ

0 47

ହତ୍ୟା ପରି କ୍ରିମିନାଲ ରେକଡ଼ ଥିବା ଦେବାଶିଷ ବା ଜିମ ବାପି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଛତ୍ର ଛାୟା ତଳେ ରହି ସନ୍ଧ୍ୟାବେଳେ ଆଚାର୍ଯ୍ୟ ବିହାର ଅଞ୍ଚଳ ରେ ନିରୀହ ସାଧାରଣ ମହିଳା ଙ୍କୁ ସର୍ବ ସାଧାରଣ ରେ ମାଡ ମାରିବା ସହିତ ପଥର ମାରି ଅକଥନୀୟ ଭାଷା ରେ ଗାଳି ଗୁଲଜ କରି ଲଙ୍କାକାଣ୍ଡ ଭିଆଇଛି

ଯାହାଫଳରେ ସହ ସହ ମହିଳା ଏକଜୁଟ ହୋଇ ସାଂସଦ ଙ୍କ ଗୁଣ୍ଡା ବାପି କୁ ପୋଲିସ ପ୍ରଶାସନ ଗିରଫ କରିବା ସହିତ କଠୋର ରୁ ଅତି କଠୋର ଦଣ୍ଡବିଧାନ ଦିଆଯାଉ ବୋଲି ଦାବି କରିଥିଲେ |

ଭୁବନେଶ୍ୱର ଇପିଏ ରୁ ରଂଜିତ ପ୍ରଧାନ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.