ସୁଧୁରିବ ସ୍ବାସ୍ଥ୍ୟ ବ୍ୟବସ୍ଥା : କଦୋଦର୍ ପଞ୍ଚାୟତ ରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

0 3

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଦୋଦର ପଞ୍ଚାୟତ ର କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ନୂତନ ଭାବେ ଉନ୍ମୋଚିତ ବିଜୁ ସ୍ବାସ୍ଥ୍ୟ କାର୍ଡ କୁ ବିଜୁ ଜନତା ଦଳର ବରିଷ୍ଠ ନେତା ରୋହିତ ପୁଝାରୀ ଉପସ୍ଥିତ ରହି ପଞ୍ଚାୟତ ର କାର୍ଡ ଉପଭୋକ୍ତା ଙ୍କୁ କାର୍ଡ ବଣ୍ଟନ କରିଥିଲେ ଓ ନବୀନ ପଟ୍ଟନାୟକ ଙ୍କ ଏପରି ମହତ୍ ଯୋଜନା ଦ୍ବାରା ରୋଗୀଙ୍କ ଚିକିତ୍ସା ରେ ସହାୟତା କରିବ ବୋଲି କହିଥିଲେ , ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ବ୍ଲକ ଉପା ଅଧକ୍ଷ ଅଶୋକ ପଣ୍ଡା, ସରପଞ୍ଚ ମୟୁରୀ ବାଘ ଓ ନିର୍ବାହୀ ଅଧିକାରୀ ସୁଜିତ ବେହେରା , ସମସ୍ତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଆଶା , ଅଙ୍ଗନୱାଡ଼ି ମାନେ ଏ କାର୍ଯକ୍ରମ କୁ ସହାୟୋଗ କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.