ସୁବର୍ଣ୍ଣପୁର ସହର ରେ ତମାଖୁ ଗୁଟକା ବିକ୍ରୟ ନିଷେଧ ପାଈଁ ଏନଫୋରସମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ

0 2

ସୁବର୍ଣ୍ଣପୁର : ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ସୁବର୍ଣ୍ଣପୁର ସହର ର ବିଭିନ୍ନ ଅଂଚଳ ର ଦୋକାନ ମାନକଂରେ ତମାଖୁ ସିଗାରେଟ୍ ଓ ଗୁଟଖା ବିକ୍ରୟ ନିଷେଧ ପାଇଁ ଏକ ଟିମ ଚଢାଉ କରି ୪୯୦୦ ଟକାଂ ଜୋରିମାନା ଆଦାୟ କରାଯାଇଛି । ଏହି କୋଟପା ଏନଫୋର୍ସମେଣ୍ଟ ଟିମ ରେ ଖାଦ୍ଯ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ଡ୍ରଗ୍ସ ଇନ୍ସପେକ୍ଟର ଉମାଶଂକର ମେହେର , ପ୍ରମାେଦ କୁମାର ସାହୁ, ରାଜିବ ପଧାନ ଅବକାରୀ ବିଭାଗ ର ଏ ଏସ ଆଇ କିତନ ନାଏକ ଓ ଟିମ ପାେଲିସ ପର୍ସନେଲ ସୁଶାନ୍ତ ପଧାନ ପ୍ରମୁଖ ସାମିଲ ଥିଲେ । ସହର ର ମୋଟ ୪୦ ଗୋଟି ଦୋକାନ ଉପରେ ଚଢାଉ ହୋଇଥିଲା ଓ ୨୯ ଟି ଦୋକାନ ରୁ ଜରୀମାନା ଆଦାୟ ହୋଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.