ସ୍କୁଲ ଖୋଲିବା ପୂର୍ବରୁ ଅଭିଭାବକ ସର୍ମିଳନୀ

0 5

ବ୍ରହ୍ମପୁର -ଓଡିଶା ସରକାରଙ୍କ ନିଷ୍ପତି ଅନୁସାରେ ଦେଢ଼ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରଥମ ଶ୍ରେଣୀ ଠାରୁ ଶପ୍ତମ ଖୋଲିବା ନେଇ ସ୍ଥାନୀୟ ଲୋଚାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ ମିଶ୍ରଙ୍କ ଅଧକ୍ଷତାରରେ ଏକ ଅଭିଭାବକ ଶର୍ମିଳଳି ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ସେହି ବିଦ୍ୟାଳୟର ଅବସରର ପ୍ରାପ୍ତ ଶିକ୍ଷକ ହାରିବନ୍ଧୁ ସାହୁ ସମ୍ମାନିତ ଅତିଥି ରୂପେ ଲୋଚାପଡା ସରପଞ୍ଚ ମିନତୀ ବେହେରା ଉପସ୍ଥିତ ରହି ପିଲାମାନଙ୍କୁ କିପରି କିପରି ପ୍ରସ୍ତୁତି କରି ଯଥା ମାକ୍ସ ଓ ସାନିଟାଏଜର ଓ ସଫା ଡ୍ରେସ ପିନ୍ଧାଇ ସ୍କୁଲକୁ ଛାଡିବା ଏସବୁ ପ୍ରତି ପ୍ରଥମେ ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାପାଇଁ ଅଭିଭାବକ ମାନଙ୍କୁ ଭୁଝାଇ ଥିଲେ ଏହି ପରିପ୍ରେକ୍ଷୀରେ ସ୍କୁଲରେ ଅଭିଭାବକ ମାନଙ୍କ ମଧ୍ୟରୁ ବାର (୧୨ ) ଜଣ ସଭ୍ୟ ଉଭୟ ପୁରୁଷ 6ଜଣ ମହିଳା 6ଜଣଙ୍କୁ ଚୟନ କରାଯାଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସଭାପତି ରୂପେ ସନ୍ତୋଷ ପାତ୍ର ଉପ ସଭାପତି ଭାବେ ଶ୍ରୀୟାଞ୍ଜଳି ବ୍ରହ୍ମlଙ୍କୁ ମାନିନୀତ କରାଯାଇଥିଲା ଏହି ସଭାକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଶ୍ରୀମତୀନୀଳିମା ଶତପଥୀ, ଇନ୍ଦିରା ସାହୁ, ପ୍ରଶାଦିନୀ ପଣ୍ଡା,ରଶ୍ମିତା ଘଣ୍ଟ, ଅରତା ପଟ୍ଟନାୟକ, ସଂଗୀତା ପଣ୍ଡା, ରେଶମା ନାୟକ, ରଶ୍ମିତା ଦାଶ, କସ୍ତୁରୀ ସେଠି, CRCC ପିଣ୍ଟୁ ପାଣିଗ୍ରାହୀ, ପ୍ରତିଭା କୁମାରୀ ପ୍ରଧାନ, ପ୍ରଣୟ ପ୍ରଜ୍ଞା ଦାଶ ଓ ସ୍କୁଲର ପାଚିକା ଓ ସହଇକା ଉପସ୍ଥିତ ରହି ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.