ସ୍ୱଚ୍ଛଭାରତ ସଂଗଠନ ତରଫରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ସକାଳେ ମନମୁଣ୍ଡା ଶିବ ମନ୍ଦିର ରେ ସ୍ୱଚ୍ଛଭାରତ ( ସୋନପୁର ଓ ମନମୁଣ୍ଡା ) ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଂଗଠନ ନିୟମିତ ଭାବରେ ବିଭିନ୍ନ ସ୍ଥାନରେ ଏପରି ସଫେଇ କାର୍ଯ୍ୟକ୍ରମ ମାନ ହାତକୁ ନେଉଛନ୍ତି l ଏହି ସଫେଇ କାର୍ଯ୍ୟକ୍ରମ ରେ ଅଭିମନ୍ୟୁ କୁଶଳ, ସିମାଞ୍ଚଳ ହୋତା, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ତରଣୀ କୁମାର ମେହେର, ଲଡ଼ୁକିଶୋର ମଲ୍ଲିକ, ଇନ୍ଦୁମତୀ ପୁରୋହିତ, ଗରିବ ଭୋଇ,, ଜୟନାରାୟଣ ସାହୁ, ପ୍ରଫୁଲ୍ଲ ନାଏକ, ଛନ୍ଦାଚରଣ ମେହେର, କିଶୋର ମେହେର, ଜୟନ୍ତ ବେହେରା, ଏବଂ ଅନେକ ସାଥୀ ମିଳିତ ହୋଇ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )