ସ୍ୱାମୀ କୁ ହତ୍ୟା କରି ପାଣି କି ଫିଗିଂଲା ପତ୍ନୀ, ଶଶୁର ଆଣି ଲେ ଅଭିଯୋଗ
ତଦନ୍ତ କରୁଛି ତିର୍ତୋଲ ପୋଲିସ
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ରାହାମା ହାଟ ପାଖରେ ଥିବା ତାଳଦଣ୍ଡା କେନାଲ ରୁ ଏକ ଗଳିତ ଶବ ମୀଳିବାପରେ ଘଟଣା ସ୍ଥଳରେ ପହଞ୍ଚି ଥିଲା ତିର୍ତୋଲ ପୋଲିସି ଛାନଭିନିରୁ ଜଣା ଜାଇଥିଲା ଯେ ଗତ ୧୧ତାରିଖରୁ ନିଖୋଜଥିଲେ ବିଶ୍ୱରଞନ ମହାନ୍ତି ,ପି ଗ୍ୟାନରଞନ ମହାନ୍ତି ଙ୍କ ପୁଅ ବୋଲି
ତିର୍ତୋଲ ର ମଣିଜଗାଂ ଠାରେ ଭଡା ରେ ଥିବା ବିଶ୍ୱରଞନ ଙ୍କ ସ୍ତ୍ରୀ ପ୍ରଗ୍ୟା ପରମିତ ତିର୍ତୋଲ ଥାନାରେ ଅଭିଯୋଗ କରିଥିଲେ । ଗଳିତ ଶବ ପାଖରୁ ମିଳିଥିବା ପରିଚୟପତ୍ର ପାଇ ତିର୍ତୋଲ ଆଇ ଆଇସି ଭାବଗ୍ରାହୀ ରାଊତ ଷ୍ପଷ୍ଠ କରିଥିଲେ।
ପରେ ମୃତ କଙ୍କ ପିତ ପହଞ୍ଚି ପୁଅର ଶବୁ ଚିହ୍ନଟ କରିବା ପରେ ଅସଲ ହତ୍ୟାକାରୀ ତାଙ୍କ ବୋହୁ ବୋଲି ଥାନାରେ ଅଭିଯୋଗ ଆଣି ଛନ୍ତି।ବିଶ୍ୱରଞନ ଙ୍କ ପିତା କହିବା ଅନୁସାରେ ତାଙ୍କ ବୋହୁର ପରକ୍ରୀୟା ପ୍ରିତି ଥିଲା ପୁଅ ବାହାରେ ରହୁଥିଲା ବୋହୁ ଏଠି ଏକ ଚାକିରୀ କରୁ ଥିବା ରୁ ମଣିଜଗାଂ ରେ ଘର ଭଡାନେଇ ରହୁଥିଲେ ମୋ ପୁଅକୁ ମାରିବା ପରେ ନିଖୋଜ ଏଫ ଆଇ ଆର ଦେଇ ନାଟକ କରିଛି, ପୋଲିସ ବିଧିବଦ୍ଧ ତଦନ୍ତ କରି ଦୋଷୀ କୁ ଦଣ୍ଡିତ କରିବା ଲାଗି ଦାବି କରିଛନ୍ତି l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )