‘ୟୁଥ୍ ଫର ଏକ୍ସନ’ ତରଫରୁ ବିଜେପି ରଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଜନ୍ମଦିବସ ପାଳିତ ।

0 64

‘ୟୁଥ୍ ଫର ଏକ୍ସନ’ ଗଜପତି ଜିଲ୍ଲା ଶାଖା ତରଫରୁ ପାରଳାଖେମୁଣ୍ଡିରେ ବିଜେପି ରଷ୍ଟ୍ରୀୟ ପ୍ରବକ୍ତା ତଥା ଭୂବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ୫୨ଜନ୍ମଦିବସ ପାଳନ କରାଯାଇଥିଲା । ‘ୟୁଥ୍ ଫର ଏକ୍ସନ’ ର ଜିଲ୍ଲା ସଭାପତି ପିନିଣ୍ଟି କ୍ରାନ୍ତୀଙ୍କ ନେତୃତ୍ୱରେ ବିଜେପି ରଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଜନ୍ମଦିନ ଅବସରରେ ରାଜଗୁରୁ ସାହିରେ କେକ୍ କଟାଯାଇଥିଲା ଏବଂ ହନୁମାନ ମନ୍ଦିରରେ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ‘ୟୁଥ୍ ଫର ଏକ୍ସନ’ର ଜିଲ୍ଲା ଉପସଭାପତି କେ ୟୁବରାଜଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.