୧୦୪ ହିତାଧିକାରୀ ଙ୍କୁ ଭଦ୍ରକ ବିଧାୟକଙ୍କ ଭର୍ତ୍ତା ବଣ୍ଟନ

0 9

ଭଦ୍ରକ ଜିଲ୍ଲା ସ୍ଥାନୀୟ ଟାଉନ ହଲ ରେ ନୂତନ ମଧୁବାବୁ ଯୋଜନା ରେ ୧୦୪ ଜଣ ଙ୍କୁ ପେନସନ୍‌ ହିତାଧିକାରୀ ଙ୍କୁ ଭତ୍ତା ବାଣ୍ଟିଲେ ଭଦ୍ରକ ବିଧାୟକ ସଂଜୀବ ମଲିକ । ଭଦ୍ରକ ଟାଉନ ହଲ ରେ ବିଭିନ୍ନ ପଂଚାୟତ ସମିତି କାର୍ଯ୍ୟଲୟ ପକ୍ଷ ରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସମସ୍ତେ ଆସିଥିଲେ । ମୁଖ୍ୟ ଅତିଥି ଭାବରେ ଭଦ୍ରକ ବିଧାୟକ ସଂଜୀବ ମଲିକ ଯୋଗ ଦେଇ ୧୦୪ ଜଣ ହିତାଧିକାରୀ ମାନଙ୍କୁ ନୂତନ ମଧୁବାବୁ ଭତ୍ତା ବଣ୍ଟନ କରିଯାଇଥିଲା । ବିଧାୟକ ଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।

ଭଦ୍ରକ ଜିଲା ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.