୧୧ ତମ ସର୍ବଭାରତୀୟ ଓପେନ୍ କରାଟେ ପ୍ରତିଯୋଗିତା ପାଇଁ ଗଞ୍ଜାମ ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗୀଙ୍କ ଭୂବନେଶ୍ବର ଯାତ୍ରା

0 1

୧୧ ତମ ସର୍ବଭାରତୀୟ ଓପେନ୍ କରାଟେ ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ବର ର ଉତ୍କଳ କରାଟେ ସ୍କୁଲ ଠାରେ ଅନୁଷ୍ଠିତ ହେବ।
ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି , ସେମାନେ ହେଲେ
1) ସୋନମ ପ୍ରଧାନ ( 10 ବର୍ଷ ବାଳିକା)
2) ଅନନ୍ୟା ପାଲୋ ( 9 ବର୍ଷ ବୟସ ବାଳିକା)
3) ଅମ୍ରିତା ପାତ୍ର ( 13 ବର୍ଷ ବାଳିକା)
4) ସ୍ମୃତି ପାତ୍ରୋ ( ବାଳିକା ଅନୁର୍ଧ ବ୍ଲ୍ୟାକ୍ ବେଲ୍ଟ)
5) ସ୍ରିଦିସ ମହାପାତ୍ର ( 6 ବର୍ଷ ବୟସ ବାଳକ)
6) ଅନୁଷ କୁମାର ପାଲୋ ( 7 ବର୍ଷ ବୟସ ବାଳକ)
7) ଆୟୁଷ୍ମାନ ନାୟକ (9 ବର୍ଷ ବୟସ ବାଳକ)
8) ସାହିଲ ପୃଷ୍ଟି (10 ବର୍ଷ ବୟସ ବାଳକ)
9) ଅନିକେତ ସାହୁ (13 ବର୍ଷ ବୟସ ବାଳକ)
10) ଅମିତ କୁମାର ଡାକୁଆ ( white belt ସିନିୟର)
11) ଆଶୁତୋଷ ପଟ୍ଟନାୟକ (ସିନିୟର ଅନୁର୍ଧ 61 କେଜି)
12) ମହେଶ କୁମାର ସାହୁ ( ସିନିୟର +84 କେଜି)
13) ସିଦ୍ଧାର୍ଥ ଭୂୟାଁ ( ସିନିୟର -75 କେଜି)
ସମସ୍ତ ପ୍ରତିଯୋଗୀ ଟିମ୍ ମ୍ୟାନେଜର ଅନୁପମା ମହାରଣା ଏବଂ ଟିମ କୋଚ ସିଦ୍ଧାର୍ଥ ଭୂୟାଁ ଙ୍କ ନେତୃତ୍ବ ରେ ଭୂବନେଶ୍ବର ଅଭିମୁଖେ ଗୁରୁବାର ଦିନ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି।
ଉକ୍ତ ପ୍ରତିଯୋଗୀଙ୍କୁ ଗଞ୍ଜାମ ଜିଲ୍ଲା କରାଟେ ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଅଛି।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.