୩ ଶହ ୧୨ ଗ୍ରାମର ସୁନା ଏବଂ ୪ କେଜି ରୂପା ଜବତ, ୯ ଗିରଫ
ଆଜି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଧାନା ର ଏକ ସାମ୍ବାଦିକ ସମ୍ମିଳନୀହୋଇଯାଇଛି । ବିପୁଳ ପରିମାଣ ର ସୁନା ଏବଂ ରୂପା ଜବତ ୯ ଜଣ ଗିରଫ । ଧାମନଗର ରୁ ତିନି ଡକାୟତ ଗିରଫ,ଭଣ୍ଡାରିପୋଖରୀ ରୁ ଜଣେ ,ବାସୁଦେବପୁରୁ ଜଣେ, କଟକ ରୁ ଜଣେ ,ବନ୍ତ ରୁ ଜଣେ , ଯାଜପୁର ରୁ ଦୁଇ ଜଣ କୁ ଗିରଫ କଲା ଗ୍ରାମାଞ୍ଚଳ ପୋଲିସ । ତାହା ସହ ସୁନା ୩୧୨ ଗ୍ରାମ , ରୂପା ୪ କେଜି ର ଏବଂ ଆଧାରକାଡ ,ତିନଟି ବାଇକ , ପାଞ୍ଚ ଟି ମୋବାଇଲ ଜବତ । ଗ୍ରାମାଞ୍ଚଳ ଥାନା ରେ ୩୦୭ ,୨୧ କେଶ ନମ୍ୱର ଏବଂ ବନ୍ତ ରେ ୮୫ କେଶନ ନମ୍ବର ,ଧୁଷୁରି ୧୭୮ କେଶ ନମ୍ବର ରେ ଏକ ମାମଲା ଋଜୁ କରାଯାଇଛି । ୯ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଭଦ୍ରକ ଜିଲା ଇପିଏରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

