୫୬ଭୋଗ ପୂଜା

0 68

୫୬ଭୋଗ ପୂଜା

ପବିତ୍ର ଅଳାଁ ନବମୀ ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନୃସିଂହ ନାଥ ମଠରେ ୫୬ଭୋଗ ପୂଜା ଅର୍ଚନା କରାଯାଇଥିଲା l

ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.