ବାଣୀ ଖେତ୍ର ଜଗତସିଂହପୁର ରେ ୬ବର୍ଷ ରବାଳିକା ମାତ୍ର ୨୪ମି,୫୦ସେକେଣ୍ଡ ରେ ୧୦୮ବୈଦିକ ମନ୍ତ୍ର ପାଠ କରି ଇଣ୍ଡିଆ ବୁକୁ ଅଫ ରେକର୍ଡ଼ କରି ପାରିଛନ୍ତି। ଡି ସାଇ ଶ୍ରେୟାନ୍ସି ନାମକ ଏହି ବାଳିକା ଙ୍କ ଘର ଜଗତସିଂହପୁର ଜିଲ୍ଲା ତରଡା ପଡା ଗ୍ରାମରେ। ତାଙ୍କର ଏହି ସୂଯୋଗ୍ୟ ପ୍ରତିଭା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ ରାଯାଇଛି। ତାଙ୍କ ଗାଁ ରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଥିଲା ଜଗତସିଂହପୁର ଜିଲ୍ଲା ସଂସ୍କୃତି ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏଥିରେ ସନ୍ମାନିତ ଅତିଥି
ଭାବେ ଯୋଗଦେଇ ଶ୍ରେୟାନ୍ସି କୁ ସନ୍ମାନିତ କରିଥିଲେ, ଏହି ସଭାରେ ଅଧ୍ୟ୍ୟାପକ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାକୁ ରଡାପଡା ଆଇ ଆଇ ଟି ର ଅଧଖ୍ୟ ରଶ୍ମି ରଞ୍ଜନ ମିଶ୍ର ଆୟୋଜନ କରିଥିଲେ। ଏହି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି।କୁନି ପ୍ରତିଭାର ଜୟ ଗାନ କରିଥିଲେ।
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )