ତିର୍ତୋଲ : ଏଥରକ ନବୀନା ସରକାର କୁ ଆଉ ଛାଡ଼ି ବୁନି ପଞ୍ଚାୟତ ନିର୍ବାଚନ ଯାଏ ଚାରି ଆଡୁ ଶଣ୍ଡୁଆସି ଆକ୍ରମଣ କରି ଘାଇଲା କରି ଦେବୁ ଓ ପଞ୍ଚାୟ ସବୁ ବିଜେପି ଅକ୍ତିଆର କରିଵ ବୋଲି ।ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି କର୍ମୀ ଙ୍କ ଠାରୁ ଏହା ଶୁଣି ବାକୁ ମିଳିଥିଲା। ମମୀତା ମେହର ହତ୍ୟା ପ୍ରତିବାଦରେ ତିର୍ତୋଲ ବିଜେପି ତରଫରୁ ଏକ ପ୍ରତିବାଦ ଓ ବିଖ୍ୟୋବ ସଭା କରାଯାଇ ଓଡିଶାର ମୂଖ୍ୟ ମନ୍ତ୍ରୀ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶ ପୂତ୍ତଳିକା ମାନ ଦାହ କରାଯାଇଥିଲା ତିର୍ତୋଲ ବିଜେପି ନେତା ରାଜକିଶୋର ବେହେରା, ମଣ୍ଡଳ
ସଭାପତି ପ୍ରମୋଦ ପ୍ରଧାନ ,ରାଜ୍ୟ ସଂପାଦକ ରୂପକ ଖୁଣ୍ଟିଆ ପ୍ରମୁଖ ଶତାଧିକ ବିଜେପି କର୍ମୀ ଏଥିପାଇଁ ଯୋଗ ଦେଇଥିଲେ ।
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )