ଏଲ୍‌ପିଜୀ ଗ୍ୟାସ୍‌ ର ଦରବୃଦ୍ଧି ପାଇଁ ବିଜେଡ଼ି ତରଫ ରୁ ବ୍ଳକ ଆଗରେ ଧାରଣା

0 5

କେନ୍ଦ୍ର ସରକାରଙ୍କ ଅହେତୁକ ଏଲ୍.ପି.ଜୀ ଗ୍ୟାସ୍ ଦର ବୃଦ୍ଧି କୁ ବିରୋଧ କରି ସାରା ରାଜ୍ୟରେ ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ସ୍ବର ଉତ୍ତୋଳନ କରାଯାଇଛି।। ସେପରି ଆମେ ଭଦ୍ରକ କଥା କହିବା ମଧ୍ୟ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ଠାରେ ଗ୍ୟାସର ଦରବୃଦ୍ଧି ପାଇଁ ଏକ ଗଣ ଧାରଣା ସହ ବିକ୍ଷୋପ ମଧ୍ୟ କରାଯାଇଛି ।

ସେଠାରେ ମାନ୍ୟବର ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ମହୋଦୟଙ୍କ ନେତୃତ୍ୱରେ ବିଭିନ୍ନ ବିଜୁ ଯୁବକ ଛାତ୍ର ମାନେ ଏବଂ ବିଜୁ ଜନତା ଦଳର ମହିଳା ର ମହିଳା ମାନଙ୍କ ପକ୍ଷରୁ ଭଦ୍ରକ ବ୍ଲକ ଓ ଭଦ୍ରକ ମୁନ୍ସୀପାଲିଟି ରେ ସାଧାରଣ ଜନତାଙ୍କ ସ୍ବାର୍ଥରେ ସୁରକ୍ଷା ପାଇଁ ଦରବୃଦ୍ଧି କୁ ବିରୋଧ କରି ଏକ ପ୍ରତିବାଦ କରାଯାଇଛି ।

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.