କଣ୍ଟାମାଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

0 4

ସୁବର୍ଣ୍ଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ କଣ୍ଟାମାଳ ପୋଲିସ ଓ ଆଇ ଆର ବି ଯବାନ ଙ୍କ ମିଳିତ ଭାବରେ ଗତକାଲି ଡ଼ିଏସପି ତପସ୍ୱିନୀ କଅଁର ଙ୍କ ନେତୃତ୍ୱ ରେ କଣ୍ଟାମାଳ ଥାନା ଅନ୍ତର୍ଗତ ବଡ଼ଚ୍ଛପାପାଲି, କଣ୍ଟାମାଳ,ରେଙ୍ଗାଲି, ଶୁଳିଆ,ରୁଣ୍ଡିମହୁଲ,ଲମ୍ବସରି ଓ ମାର୍ଡୋଲ ଅଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି l ନାରାୟଣପ୍ରସାଦ, ଆମ୍ବଗାଁ, ଖୁଣ୍ଟିଗୋରା,ବରଗାଁଓ ଘଣ୍ଟାପଡା ଅଂଚଳରେ ଫ୍ଲାଗ ମାର୍ଚ୍ଚ କରାଯିବ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.