ଓଡ଼ିଶା ର ବରପୁତ୍ର ତଥା ଜନନାୟକ ସୋର୍ଗୀୟ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଙ୍କୁ ଅଶଂମାନ l ନବବର୍ଷ ର ସୁବେତ୍ସା ବାର୍ତରେ ବଡ ବଡ ହୁଡିଙ୍ଗ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଚାରି ପଟେ ୧୦ଫୁଟ ରୁ ୧୫ଫୁଟ ଉଚ୍ଚତା ଥିବା ହୁଡିଙ୍ଗ ଲାଗିଥିବାରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଦର୍ଶନ ପାଇଁ ବହୁତ କଷ୍ଟ କରିବାକୁ ପଡୁଛି । ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖିବାବୁ ମିଳୁଛି ।ଦେଖିବାକୁ ବାକି ରହିଲା ଆଉ କେତେ ଦିନ ଏପରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଚାରି ପଟେ ବଡ ବଡ଼ ହୁଡ଼ିଙ୍ଗ ବାଧା ଦେବ ଦର୍ଶନ ପାଇଁ ? ପ୍ରଶାସନ ଦୃଷ୍ଟି ଦେବା ଦରକାର ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ପାଖରେ କୌଣସି ବିଜ୍ଞାପନ ବା ହୁଡ଼ିଙ୍ଗ ଲାଗିବା ଉଚିତ ନୁହେଁ ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଛି ।
ଚମ୍ପୁଆ ଇପିଏ ରୁ ଡ଼ିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )