ଗଞ୍ଜେଇ ବ୍ୟପାରୀଙ୍କ ସମ୍ପତି ବ୍ୟଜପ୍ତି

0 2

ପ୍ରଥମ ଥର କରି ଗଞ୍ଜେଇ ବ୍ୟାପାରୀଙ୍କ ସମ୍ପତି ବ୍ୟଜପ୍ତି କଲା ମାଲକାନଗିରି ଜିଲ୍ଲା ପୁଲିସ,ଜଣେ ପୁଲିସ କର୍ମଚାରୀ ଙ୍କ ସହ 11ଜଣ ଗଞ୍ଜେଇ ଚୋରା ବେପାରୀ ଙ୍କ ଗାଡି,କୋଠା ଓ 3 କୋଟି ରୁ ଉର୍ଦ୍ଧ ଟଙ୍କା ର ସମ୍ପତି ବ୍ୟାଜପ୍ତି କରା ଯାଇଥିବାର ଆଜି ପୁଲିସ କର୍ଯ୍ୟାଳୟ ଠାରେ ଏସ୍ଡ଼ିପିଓ ଅଂଶୁମାନ ଦ୍ଵିବେଦୀ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।

ମାଲକାନଗିରି ଜିଲ୍ଲା ଇପିଏ ରୁ ବ୍ୟୁରୋ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.