ଜଗତସିଂହପୁର ଜିଲ୍ଲାରେ ସାଧାରଣ ତନ୍ତ୍ର ଦିଵସ ପାଳିତ

0 8

ତିର୍ତୋଲ:ଜଗତସିଂହପୁର ଜିଲ୍ଲା ରେଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ପର୍ୟ୍ୟାଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ସର୍ବ ପ୍ରଥମେ ଜିଲ୍ଲା ସଦର ମହକୁମା ଠାରେ ଥିବା ମହାପୁରୁଷ ମାନଙ୍କ ପ୍ରତି ମୃର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଓ କୋଭିଡି ଯୋଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ତିର୍ତୋଲ ​ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.