ତିର୍ତୋଲ ପ୍ରେସେ କ୍ଲବ ତରଫରୁ ଜାତୀୟ ପ୍ରେସେ ଦିବସ ପାଳିତ
ତିର୍ତୋଲ : ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ପ୍ରେସେ କ୍ଲବ ସ୍ଥାନୀୟ ଶାରଳା ରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପରିଶରରେ ଜାତୀୟ ପ୍ରେସେ ଦିବସ ପାଳନ କରିଛି, ଏଥିରେ ତିର୍ତୋଲ ପ୍ରେସେ କ୍ଲବର ସମସ୍ତ ସଭ୍ୟ ଯୋଗ ଦାନ କରି ପ୍ରେସେ ଦିବସ ଉପରେ ଆଲୋଚନା କରିଥିଲେ।
ତିର୍ତୋଲ ଇପିଏ ରୁ ଶ୍ରୀବଛା ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )