ତିର୍ତୋଲ ବ୍ଲକ ରେ ରନ୍ଧନ ଗ୍ୟାସ ବୃଧି ପ୍ରତି ବାଦ ରେ ସଭା ଓ ଦାବି ପତ୍ର ବିଡ଼ିଓ କଂ ମାଧ୍ୟମରେ ମହା ମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ
ତିର୍ତୋଲ : ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତି ବାଦରେ ତିର୍ତୋଲ ଛାତ୍ର ବିଜେଡି ଥରଫରୁ ତିର୍ତୋଲ ବ୍ଲକ ଆଗରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି, ଏହି ସଭାରେ ତିର୍ତୋଲ ବ୍ଲକ ଚେୟାର ମ୍ୟାନ ସୂଜାତା ମହାନ୍ତି, ମହିଳା ବିଜେଡି ସଭାପତି ରଣଜିତ ସିଂ,ଵିଜୁ ଜୁବ ଜନତା ଦଳ ସଭାପତି ପ୍ରଶର୍ନ କୁମାର ମଲ୍ଲିକି,
ସମାଜ ସେବି ରଶ୍ମିତା ରାଉତ,ଛାତ୍ର ବିଜେଡି ସଭାପତି ଦିନେଶ ବେହେରା ପ୍ରମୁଖ ଯୋଗ ଦେଇ ଗ୍ୟସ ଦର ବୃଧି ରପ୍ରତିବାଦ କରିବା ସହିତ ଏକଦାବି ପତ୍ର ମହା ମହିମ ରାଷ୍ଟ୍ରପତି ଙ୍କ ନିମନ୍ତେ ତିର୍ତୋଲ ବିଡିଓ ଶ୍ରୀ ଅଟଳ ବିହାରୀ ସ୍ୱାଇଁ ଙ୍କୁ ପ୍ରଦାନ କରିଥିଲେ।
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )