ଦ୍ବିତୀୟ ଡୋଜ ପରେ ବୁଷ୍ଟର ଡୋଜ କୋଭିଡ ଟିକାଦାନ ନେଲେ ସାମ୍ବାଦିକ ଡେନିଷ ରାୟ
ନୂଆପଡା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଡେନିଷ ରାୟ ଦ୍ବିତୀୟ ଡୋଜ ପରେ ବୁଷ୍ଟର ଡୋଜ କୋଭିଡ ଟିକାଦାନ ନେଇଛନ୍ତି। ତାଙ୍କ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ସୁସ୍ଥ ଥିବା ବେଳେ ସମସ୍ତଙ୍କୁ ବୁଷ୍ଟର ଡୋଜ ନେବା ପାଇଁ ଆହ୍ବାନ କରିଛନ୍ତି। ଗତ ୩୧ ମାର୍ଚ୍ଚ ରେ ଦ୍ବିତୀୟ ଡୋଜ ନେଇଥିବା ବେଳେ ବୁଷ୍ଟର ଡୋଜ ଗ୍ରହଣ କରିଛନ୍ତି। ବରିଷ୍ଠ ନାଗରିକ ହିସାବରେ ତାଙ୍କୁ କଲ୍ୟାଣ ମଣ୍ଡପ ଠାରେତାଙ୍କ ପତ୍ନୀ ପୁଷ୍ପଲତା ପାଳ ଏବଂ ଡେନିଷ ରାୟ ଟିକାଦାନ ଗ୍ରହଣ କରିଛନ୍ତି। ଦ୍ବିତୀୟ ଡୋଜ କୋଭିଡ ଟିକା ଗ୍ରହଣ ୧୬ ଦିନ ପରେ ତାଙ୍କୁ କୋଭିଡ ଆକ୍ରାନ୍ତ ହୋଇଥିଲେ।ଦ୍ବିତୀୟ ଡୋଜ ନେଇଥିବାରୁ ମଧୁମେୟ ଏବଂ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଆରୋଗ୍ୟ ଲାଭ ହୋଇଛନ୍ତି। ଟିକାଦାନ ରେ ଅଂଶ ଗ୍ରହଣ କାରିବାକୁ ଆହ୍ବାନ କରିଛନ୍ତି।
ନୂଆପଡା ଇପିଏ ରୁ ଡେନିଷ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )