ନନ୍ଦୀ ଗୋସେବା ସଂଘ ପକ୍ଷରୁ ଓଡ଼ିଶାସରକାରଙ୍କ ହୀନଚକ୍ରାନ୍ତ କୁ ବିକ୍ଷୋଭ ପ୍ରଦର୍ଶନ

0 99

ଯୋଡ଼ା ନଗର ନନ୍ଦୀ ଗୋସେବା ସଂଘ ପକ୍ଷରୁ ଓଡ଼ିଶାସରକାରଙ୍କ ହୀନଚକ୍ରାନ୍ତ ପ୍ରଭୁ ଲିଙ୍ଗରାଜଙ୍କ ଜମି କୁ ତାମିଲ ପ୍ରଭାକରନ କୁ ଦବା ନେଇ ବିକ୍ଷୋଭ ପ୍ରଦର୍ଶନ । ଓଡ଼ିଶା ସରକାର ଙ୍କ ମନମୁଖି ଶାସନ ୨୨ ବର୍ଷ ଶାସନ କରି ଆତ୍ମବଡିମା ଓ ନିଜ ଅହମିକା ରେ ଅନ୍ଧ ହେଇ ପ୍ରଭୁ ଲିଙ୍ଗରାଜ ଙ୍କ ଜମି କୁ ତାମିଲିଆ ପ୍ରଭାକରନ୍ କୁ ଟେକି ଦବା କେତେ ଦୂର ଯଥାର୍ଥ ଓଡ଼ିଶା ବାସୀ ଥରେ ଚିନ୍ତା କରିବା ଦରକାର୍। ଯାହା ତ ୨୨ ବର୍ଷ ଶାସନ କରି ଲୋକଙ୍କୁ କୁଢ଼ିଆ କରି ରଖିଲ । ହାତପତା , ପର ଗୋଡଣିଆ କରି ଭତ୍ତା, ଛତା, ମଦ ମାଂସ ରେ ଲୋକ ଙ୍କୁ ଭକୁଆ ବନେଇ ରଖି ଶେଷ ରେ ପ୍ରଭୁ ଙ୍କ ଜମି କୁ ହଡ଼ପ କରିବାର ହୀନ କାର୍ଯ୍ୟ କୁ ଲୋକ ଆଉ ବର୍ଦ।ସ୍ତ୍ କରିବେ ନାହିଁ । ଓଡ଼ିଆ ଜାତି ର ମୌଡମଣି ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ର ବି ଆଜି ପର୍ଯ୍ୟନ୍ତ ହିସାବ ଦେଇ ପାରିଲନି ରତ୍ନଭଣ୍ଡର ଚାବି ର କିଛି ପତା ନାହିଁ , ମହାବାହୁ ଙ୍କ ନବକଳବରରେ ବିଭ୍ରାଟ, ଦାରୁ ଚୟନ fixing ଏମିତି କରି ଓଡ଼ିଆ ଜାତି ର ଅଧୋପତନ କରିଦେଲ । ସମୟ ଜବାବ୍ ଦବ କାଳିଆ ସାଆନ୍ତ ସଠିକ୍ ବିଚାର ଏ ଗର୍ବ ଅହଙ୍କାରି ଶାସନ ପାଇଁ ଉଚିତ୍ ଦଣ୍ଡ ବିଧାନ ନିଶ୍ଚିତ କରିବେ । ପ୍ରଭୁ ଲିଙ୍ଗରାଜ ବି ଏଭଳି କୁସ୍ଚିତ କର୍ମ ପାଇଁ ଏଭଳି ଧର୍ମ।ନ୍ଧ କୁଚକ୍ରି କ୍ଷମତା ବଳ ରେ ଅନ୍ଧ ଗର୍ବି ଲୋକଙ୍କୁ ଉଚିତ୍ ଶିକ୍ଷା ସହ ଦଣ୍ଡ ବିଧାନ ନିଶ୍ଚିତ କରିବେ।

ଚମ୍ପୁଆ ଇପିଏ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.