ନରେନ୍ଦ୍ର ଭାଇନା ଙ୍କ ବିୟୋଗ ରେ ଶୋକାକୂଳ,ସତସଂଘ ପରିବାର

0 22

ତିର୍ତୋଲ :ତିର୍ତୋଲ, କୁଜଙ୍ଗ, ଏରସମା ଅଞ୍ଚଳରେ ନରେନ୍ଦ୍ର ଭାଇନା ଥିଲେ ସମସ୍ତ କଂର ଅତି ପ୍ରୟ ଭାଇନା। ଅନୁକୁଳ ଚନ୍ଦ୍ର,ନୂଆପୋଖରି ସତସଘଂ କେନ୍ଦ୍ର ର ପ୍ରତି ଷ୍ଠାତା ଓ ତିନି ବ୍ଲକ ର ରିତିକି ଗୁରୁ ଭାଇ, ସରକାରୀ ଚାକିରୀ ରୁ ବାଧ୍ୟତାମୂଳକ ଅବସର ନେଇ ସାରା ଜୀବନ ଧର୍ମ କାର୍ଯ୍ୟ ରେ ନିଜକୁ ଉତ୍ସର୍ଗ କରିଥିଲେ
ତାଙ୍କର ତ୍ୟାଗ ଓ ଧାର୍ମିକ ପ୍ରବଚନ ରେ ଅନୁପ୍ରାଣିତ ହୋଇ ଶତାଧିକ ଗୃହସ୍ଥ ବ୍ୟକ୍ତି ଅନୂକୁଳ ଚନ୍ଦ୍ର ଙ୍କ ସତସଘଂ ରେ ନରେନ୍ଦ୍ର ଭାଇନା ଙ୍କ ଦ୍ବାରା ଦିଖିତ ହୋଇଛନ୍ତି lସେ ସମସ୍ତଙ୍କୁ ନିଜର ପରିବାର ବୋଲି କୁହନ୍ତି ତାଙ୍କର ବିୟୋଗ ସମସ୍ତଙ୍କୁ ଶୋକାକୂଳ କରିଛି। ତାକଂ ର ବାର୍ଧକ୍ୟ ଜନୀତ ମୃତ୍ୟୁ ହୋଇଛି।
ମୃତ୍ୟୁ ସମୟରେ ପୁତ୍ର ବିନୋଦ ଓ ପରିବାର ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ଭାଇନା ଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଠ ଵ୍ୟ କ୍ତି ପହଞ୍ଚି ତାଙ୍କ ମରଶରୀର ଉପରେ ଶ୍ରଧ୍ୟାସୂମନ ଅର୍ପଣ କରିଥିଲେ। ଗାଁ ମଶାଣିରେ ଶେଷ କୃତ୍ୟ ସମ୍ପର୍ନ କରାଯାଇଥିଲା ପୁତ୍ର ବିନୋଦ ମୂଖାଗ୍ନି ଦେଇଥିଲେ। ସଥିଲେ ଇଶ୍ୱରଙ୍କ ବର
ପୂତ୍ର।ଏକ ଶୋକାକୂଳ ପରିବେଶ ରେ ସେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.