ନିରୁଦ୍ଧିଷ୍ଟ ବ୍ୟକ୍ତି ଙ୍କ ସମ୍ପର୍କରେ
ବାଲେଶ୍ଵର ଜିଲ୍ଲା ବଯୁମ୍ପୁର ଥାନା ପିଠାହାତା ଗ୍ରାମରୁ ଜଣେ ଯୁବକ ନାମ ସୁରେନ୍ଦ୍ର ବେହେରା ବୟସ 38 । ସେ ମୟୁରଭଂଜ ଜିଲ୍ଲା କରଞ୍ଜିଆ ବାହାଦୁରପୁର ଗ୍ରାମ ଶଶୁର ଘରକୁ ଏକ ଶୁଦ୍ଧିକ୍ରିୟା କୁ ଆସି ୮ ତାରିଖ ଦିନମୁଁଣ୍ଡନ ହୋଇ ଘାଟ ପାଖରୁ କୁଆଡେ ଚାଲିଯାଇଛନ୍ତି। ତାଙ୍କର ମୁଣ୍ଡ ଦୋଷ ଅଛି। ଯଦି ଏହି ଯୁବକ ଙ୍କୁ କେହି ଦେଖୋନ୍ତି କିମ୍ବା ତାଙ୍କ ଠିକଣା ପାଆନ୍ତି ତାହାଲେ ଏହି ମୋବାଇଲ ନମ୍ବର ରେ ଯୋଗା – ଯୋଗ କରନ୍ତୁ। ମୋବାଇଲ ନମ୍ବର ଗୁଡ଼ିକ ହେଲା ।୯୦୭୮୫୦୬୦୬୨ ,୯୩୩୭୪୯୬୧୩୨ ,୮୯୦୮୨୬୩୬୫୬ ,୭୬୮୪୮୭୨୩୪୮ ,୯୩୩୭୬୨୬୦୧୪ ,୮୨୪୯୦୮୩୭୫୨
ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )