ପୋଖରୀ ରେ ବୁଡି ନାବାଳକ ମୃତ

0 9

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅରୁଣ ବିଷୋୟି ଙ୍କ ପୁଅ ରଞ୍ଜିତ ବିଶୋଇ ( ୩ ବର୍ଷ ) ଦିର୍ଘ ସମୟ ପର୍ଯ୍ୟନ୍ତ ନ ମିଳିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦିର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ଗାଁ ପୋଖରୀ ରୁ ତାର ଶବ ମିଳିଥିଲା। ଗ୍ରାମ ପୋଖରୀ ରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିବା ସନ୍ଦେହ କରା ଯାଉଛି। ଖବର ପାଇ ପୋଲସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.